• SATARK
  • ସତର୍କ
  • Login

SATARK developed at OSDMA, is a one stop climate risk management and decision support Portal, developed to provide real time watch, alert, and warning information for all hazards in the state of Odisha. The portal with a rich database of historical disaster archives, helps in generation of disaster specific profiles at both district and block level. Equipped with an interactive visualization platform for the forecasted events as well as generating advisories in a user-friendly language. The portal is developed using all Open-source software packages and designed to predict priority hazards such as "Flood, Heatwave, Coldwave, Lightning, Drought, Snakebite Monitoring, Road Accident Monitoring, Earthquake, Cyclone & Storm Surge and Ocean & Tsunami" and there impacts. The portal is meant to assist disaster managers in decision making prior to any event.

Please Login or Register to know more!



Sign in to start your session



Register new user I forgot my password

ଓ ଏସ୍ ଡି ଏମ୍ ଏ ଦ୍ୱାରା ପ୍ରସ୍ତୁତ "ସତର୍କ" ପୋର୍ଟାଲ ହେଉଛି ଗୋଟିଏ ପ୍ରୟାସ, ଯାହା ଦ୍ୱାରା ଗୋଟିଏ ଜାଗାରୁ ଲୋକ ମାନଙ୍କୁ ସମସ୍ତ ପ୍ରକାରର ବିପର୍ଯ୍ୟୟ (ଯଥା ବନ୍ୟା , ଗ୍ରୀଷ୍ମ ପ୍ରବାହ, ଶୀତ ଲହରୀ, ବଜ୍ରପାତ, ମରୁଡି,ସର୍ପାଘାତ ପ୍ରତି ଦ୍ରୁଷ୍ଟି , ସଡକ ଦୁର୍ଘଟଣା ପ୍ରତି ନଜର , ଭୂମିକମ୍ପ, ବାତ୍ୟା ଓ ସାମୁଦ୍ରିକ ଜୁଆର ଏବଂ ସୂନାମୀ ଓ ସାମୁଦ୍ରିକ ବିପର୍ଯ୍ୟୟ ଜନିତ) ର ପୂର୍ବ ସୂଚନା ଦିଆ ଯାଇ ପାରିବ | ଏହି ପୋର୍ଟାଲ ଟି ଓଡିଶା ରେ ପୂର୍ବରୁ ଘଟିଥିବା ସମସ୍ତ ପୂର୍ବ ବିପର୍ଯ୍ୟୟ ର ବିବରଣୀ ଦେଇ ପାରିବ | ସତର୍କ ପୋର୍ଟାଲଟି ସମସ୍ତ ପ୍ରକାରର ଫ୍ରିରେ ଉପଲବ୍ଧ ସଫ୍ଟୱେର କୁ ନେଇ ତିଆରି କରାଯାଇଛି, ଯାହା କି କୌଣସି ସ୍ଥାନରୁ ବିନା ଶୁଳ୍କ ରେ ବ୍ୟବହାର କରା ଯାଇ ପାରିବ | ସତର୍କ ପୋର୍ଟାଲଟି ପାଣିପାଗର ପୂର୍ବାଅନୁମାନ କରି, ମରୁଡି ଜନିତ ଏବଂ କୃଷକ ମାନଙ୍କ ପାଇଁ ସତର୍କ ମୂଳକ ସୂଚନା ଦେଇପାରିବ, ଯେମିତିକି କୀଟନାଶକ ସଠିକ୍ ବ୍ୟବହାର ଓ ଜଳ ସେଚନର ସଠିକ ସମୟ | ଏବେ ତିଆରି ହେଉଥିବା ମୋବଇଲ ଅପ୍ପଲିକେସନ, ଓଡ଼ିଆ ଓ ଇଂରାଜୀ ଭାଷାରେ ଆପ ଷ୍ଟୋର୍ରେ ( ଆପଲ ଉପୋଭୋକ୍ତା ) ଓ ଗୁଗଲ ପ୍ଲେ ଷ୍ଟୋର୍ରେ ( ଅଣ୍ଡ୍ରୋଏଡ ଉପୋଭୋକ୍ତା) ରେ ମିଳିପାରିବ |

ଅଧିକ ଜାଣିବା ପାଇଁ ଲଗ ଇନ କରନ୍ତୁ ଅଥବା ନୂଆ account ଖୋଲନ୍ତୁ.!


Jointly Developed by
Odisha State Disaster Management Authority

 

Regional Integrated Multi-hazard Early Warning System (RIMES), Thailand
Copyright © 2021